by Akshay Ojha ✓ · 2 Sept 2017
ନୂଆ ବାହାହେଇ ଆସିଲାବେଳେ ବୋଉ ବାର ବାର କୁହନ୍ତି, ଏ ଝରକା ରାତିରେ କେବେ ଖୋଲିବୁନୁ । ଭୂତ ପ୍ରେତ ଅଛନ୍ତି, ଡରିବୁ ।ତମେ ଯିବାପରେ ଏ ଝରକା ମୋର ସାହାରା । ତୁମକୁ ମୁଁ ଅନୁଭବ କରେ ଏଇଠି । ତୁମକୁ ସବୁ କୁହେ ଏଇଠି ।
Loading comments…
Loading comments…