by Anita Jena ✓ · 5 Sept 2020
ମୁଁ ଅନତି ଦୂରରେ ବସି ଖାଲି ସେ ବୁଢ଼ା ମଉସା ଉପରେ ନଜର ରଖି ଥାଏ । କିଛି ସମୟପରେ ବୁଢ଼ା ତା ବ୍ୟାଗ୍ ରୁ ଗୋଟେ ମୁଣି ବାହାର କଲା ଆଉ ତାକୁ ଦେଖି ହସି ଦେଇ ପୁଣି ବ୍ୟାଗ ଭିତରେ ପୁରେଇ ଦେଲା । ମତେ ସବୁ କିନ୍ତୁ କିନ୍ତୁ ଲାଗୁ ଥାଏ କଥା କଣ ସେ
Loading comments…
Comments
Loading comments…