by Trushna Das ✓ · 4 Sept 2021
ରାତିରେ ଶୋଇବା ସମୟରେ ମଧୁ ନାନୀ ମୀରାଙ୍କୁ ବୁଝାଇ କହିଲେ ରାଣୀ ନାନୀର କଥା ସମସ୍ତେ ମାନନ୍ତି। ତାଙ୍କ କଥା ନ ମାନିଲେ ଦଣ୍ଡ ମିଳିବ। ତୁ ତାଙ୍କ କଥାରେ କେବେ ମନା କରିବୁ ନାହିଁ। କାଲିଠିରୁ ତୁ ଆମ ପରି ବେଶରେ ସଜ ହେବୁ। ମୀରା ମୋବାଇଲ କା
Loading comments…
Comments
Loading comments…