by Trushna Das ✓ · 11 Jan 2022
ଶ୍ରୀର କାନ୍ଦ ଶୁଣା ଯାଉଥାଏ । ହେଲେ କେମିତି ସେ ରୁମରୁ ବାହାରିବେ । ମୋବାଇଲର ବ୍ୟାଟେରୀ ବି ଆଉ ଅଳ୍ପ କିଛି । ସେହି ସମୟରେ ସେମାନେ ଘରର ଭିତର ଆଡ ଝରକାରୁ ଦେଖିଲେ ଯେ କିଛି ଲୋକ କଳା ପୋଷାକ ପିନ୍ଧି କିଛି କଅଁଳା ଛୁଆଙ୍କୁ ନେଇ ଯାଉଛନ୍ତି ।
Loading comments…
Loading comments…