by Satyabati Swain ✓ · 20 Jun 2019
କ୍ରିମ,ସେଣ୍ଟ,ନେଲପଲିସି, କୁମକୁମ ମଥାରେ ଲଗାଇବା,ମେହେନ୍ଦି କରିବା,ରୋଷେଇ ବାସ ପ୍ରତି ଆକର୍ଷିତ ହେବା, ବିଶେଷ କରି ପୁଅ ସାଙ୍ଗ ପ୍ରତି ଅନାଗ୍ରହ ଓ ଝିଅ ସାଙ୍ଗଙ୍କ ପ୍ରତି ଆସକ୍ତି ବେଶୀ ଥିଲା ତା ଭିତରେ।ପୁଅଙ୍କ ଖେଳ ନଖେଳି ଝିଅଙ୍କ ଖେଳ,ଝିଅଙ୍କ କଣ୍ଢେଇ ତାର ଅଧିକ ପସନ୍ଦ ଥିଲା।
Loading comments…
Loading comments…