StoryMirror - Read, Write, Share & Repeat- କାନନSatyabati Swain · 5 min read · 293 readsକ୍ରିମ,ସେଣ୍ଟ,ନେଲପଲିସି, କୁମକୁମ ମଥାରେ ଲଗାଇବା,ମେହେନ୍ଦି କରିବା,ରୋଷେଇ ବାସ ପ୍ରତି ଆକର୍ଷିତ ହେବା, ବିଶେଷ କରି ପୁଅ ସାଙ୍ଗ ପ୍ରତି ଅନାଗ୍ରହ ଓ ଝିଅ ସାଙ୍ଗଙ୍କ ପ୍ରତି ଆସକ୍ତି ବେଶୀ ଥିଲା ତା ଭିତରେ।ପୁଅଙ୍କ ଖେଳ ନଖେଳି ଝିଅଙ୍କ ଖେଳ,ଝିଅଙ୍କ କଣ୍ଢେଇ ତାର ଅଧିକ ପସନ୍ଦ ଥିଲା।Others
- ବାତ୍ୟା ପୂର୍ବ ପ୍ରସ୍ତୁତିsrutakirti Tripathy · 3 min read · 583 readsଉପରକୁ ହାତ ଟେକି ଜନାର୍ଦ୍ଦନ କହିଲା, 'ଭଗବାନ ବର୍ଷକୁ ଥରେ, ଦୁଇଥର ଏମିତି ବାତ୍ୟା କରୁଥାଅ ପ୍ରଭୁ, କେତେ ଭଲରେ ଖାଇବା, ରହିବା ସବୁ ମିଳିଯାଉଛି l ଠାକୁରେ ତାଙ୍କର କୃପାଦୃଷ୍ଟି ଏମିତି ଆମ ମାନଙ୍କ ଉପରେ ରଖିଥାନ୍ତୁ l 'Others
- କରୁଣାର ହସRajabala Tripathy · 6 min read · 471 readsଏଇ ....କହୁ ଥିଲି କି । ତୋର ତ ଅଳ୍ପ ଦରମା ପୁଣି ଜମି ବାଡ଼ି ବି ଵିଶେଷ କିଛି ନାହିଁ ତଥାପି ତୁ ଏତେ ଖୁସିରେ କେମିତି ଅଛୁ। କଣ କିଛି ପୋତା ଧନର ସନ୍ଧାନ ପାଇଛୁ କି" କୁଣ୍ଠିତ କଣ୍ଠରେ ପଚାରିଲେ ଦିବାକର ବାବୁ।
"କଣ ଯେ ଆପଣ କୁହନ୍ତି ବାବୁ, ଆମ ଗରିବ ଗୁରୁବାଙ୍କ ପାଇଁ ଧନ ବା କେଉଁଠୁ ଆସିବ । ଯାହା ମିଳୁଛି ସେତିକି ଢେର । ତଥାପି ପଚାରୁଛନ୍ତି ଯଦି କହୁଛି ବାବୁ, ପିଲାଦିନେ ବା' ମୋର କହିଥିଲା ଶୁଣ ପୁଅ ଯେତେ ଦିନ ଯାଏଁ ତୋ ମୁଣ୍ଡ ଉପରେ ଆକାଶ ଆଉ ପାଦ ତଳେ ମାଟି ଅଛି ତୁ ଦୁନିଆର ସବୁଠୁ ଧନୀ ।Inspirational
- ବିପ୍ଳବୀ ରଘୁ ଓ ଦିବାକରChittaranjan Nanda · 1 min read · 135 readsରକ୍ତମୁଖା ଓ ପ୍ରତିଶୋଧପରାୟଣ ବ୍ରିଟିଶ ସରକାର ରଘୁ ଦିବାକରଙ୍କୁ ଧରିବା ଅଭିପ୍ରାୟରେ ଅକଥନୀୟ ଅତ୍ୟାଚାର ଆରମ୍ଭ କଲେ ରଣପୁରବାସୀଙ୍କ ଉପରେ lInspirational
- ଦ ମୋଷ୍ଟ୍ ୱାଣ୍ଟେଡ୍Satyabati Swain · 5 min read · 311 readsକହ୍ନାକୁ ଛାତିରେ ଜାକି ବହୁତ କାନ୍ଦିଲେ ଦିବାକର।କାହିଁକି ପୁଅ ହୋଇ ଝିଅ ପିଲାଙ୍କ ପରି ହେଉଛୁ ଧନ! କାହ୍ନା କହୁଥିଲା ମୁଁ କଣ କରିବି ବାବା!Tragedy