by Sambit Srikumar ✓ · 19 Jun 2021
ତାଙ୍କ ସଂସାର ଯେମିତି ଅଭାବ ଅସୁବିଧାରେ ଥିଲା ସେମିତି ଅଛି । ଅଭିଆଡ଼ି ଝିଅ, ପ୍ରଛନ୍ନ ବେକାର ପୁଅ ଓ ଚିର ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ନେଇ ବଖୁରିଏ ଭଡ଼ାଘରେ ଜୀବନ ବିତୁଛି ଅଗାଧ ଦୁଃଖ କଷ୍ଟରେ, କାଣିଚାଏ ନ୍ୟାୟର ଆଶାରେ ଚକମକ୍ ଗୋଲାମନଗରୀରେ
Loading comments…
Loading comments…