by Pramod Kumar Jena ✓ · 12 Jul 2019
ସେଇ ପୁରୁଣା ନୋଟ୍ ଧରି ହିଂସ୍ର ଜଙ୍ଗଲୀ ଜାନୁଆର୍ ଭଳି ମୋ ଆଡକୁ ମାଡି ଆସିଲା । ଆଉ ସେହି ଦୁର୍ବୋଧ୍ୟ ଭାଷାରେ ଚିତ୍କାର କରି ଇଙ୍ଗିତରେ କହିବାକୁ ଚାହୁଁଥିଲା, “ଆରେ ମୋତେ ଏଇଟା କ’ଣ ଦେଲୁ ? କାହିଁକି ଦେଲୁ ?
Loading comments…
Loading comments…