ପ୍ରଥମତଃ ଟଙ୍କାରେ ବା କୋଟିକୋଟି ଟଙ୍କାରେ ଗାଦି କିଣିଛନ୍ତି, ତାର ଅର୍ଥ ଏବେ ଯେଉଁ ନିର୍ବାଚନ ଗଲା, ନେତାମାନେ ଜିତିବା ପାଇଁ ଭୋଟ୍ ପାଇଁ ନୋଟ୍ ସୂତ୍ର ଅନୁସାରେ ଅନେକ ଅର୍ଥ ବିନିଯୋଗ କରି ଜିତିଗଲେ।ଦଳର ମୁଖ୍ୟ ଯିଏ ସେ ଅପର୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଏମାନଙ୍କୁ ବିଜୟୀ କରାଇଛନ୍ତି,ଏବେ ସେମାନଙ୍କ ଜରିଆରେ ସେ ଗଢିବେ ମନ୍ତ୍ରୀମଣ୍ଡଳ ଓ ବସିବେ ମୁଖ୍ୟ ଶାସନ ଗାଦିରେ।
Loading comments…