English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସରୋଜସାର
47 storys
କିଣା ଗାଦି
Narayan chandra Senapati · 3 min read · 408 reads
ପ୍ରଥମତଃ ଟଙ୍କାରେ ବା କୋଟିକୋଟି ଟଙ୍କାରେ ଗାଦି କିଣିଛନ୍ତି, ତାର ଅର୍ଥ ଏବେ ଯେଉଁ ନିର୍ବାଚନ ଗଲା, ନେତାମାନେ ଜିତିବା ପାଇଁ ଭୋଟ୍ ପାଇଁ ନୋଟ୍ ସୂତ୍ର ଅନୁସାରେ ଅନେକ ଅର୍ଥ ବିନିଯୋଗ କରି ଜିତିଗଲେ।ଦଳର ମୁଖ୍ୟ ଯିଏ ସେ ଅପର୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଏମାନଙ୍କୁ ବିଜୟୀ କରାଇଛନ୍ତି,ଏବେ ସେମାନଙ୍କ ଜରିଆରେ ସେ ଗଢିବେ ମନ୍ତ୍ରୀମଣ୍ଡଳ ଓ ବସିବେ ମୁଖ୍ୟ ଶାସନ ଗାଦିରେ।
Others
ପ୍ରେମିକା ର ନଣନ୍ଦ
Aravinda Das · 7 min read · 7.6K reads
ସରୋଜ ଭାଇ, କଫି ନିଅନ୍ତୁ।ନିଜ ହାତରେ ବନାଇଛି।ଆଛା,ଆପଣ ଜଣେ ଭଲ କଳାକାର ବୋଲି ଭାଉଜ କହୁଥିଲେ। ଆକାଶବାଣୀ ରେ,ଷ୍ଟେଜ୍ ରେ ନାଟକ ବି କରନ୍ତି ।
Drama
ମିଳନ ଲଗ୍ନ
ଓଡ଼ିଆ ଗଳ୍ପ ଓ କବିତା - ୨ · 7 min read · 7.6K reads
ମନ୍ଦାକିନୀ ଯେମିତି ସ୍ନେହ କରନ୍ତି ସେମିତି ଆକଟ ବି କରନ୍ତି । ସେଥିପାଇଁ ତ ଶୁଭ୍ରଜିତ ଏକାଥରେ ଆଇଆଇଟି ପାଇଲା ଆଉ ଦିନ କେଇଟା ପରେ ଦେଶର ପ୍ରମୁଖ...
Drama
ଗରିବୀ ହଟିନି
Lopamudra Mishra · 11 min read · 14.4K reads
ସତରେ କଣ ଏ ଉତ୍କଟ ଗରିବୀ କେବେ ମଧ୍ୟ ହଟିବନି?ଧନୀ ଓ ଦରିଦ୍ର ଭିତରେ ଥିବା ତାରତମ୍ୟ କୌଣସି ଦିନ ଲୋପ ପାଇବନାହିଁ?
Inspirational
ନିଜ ଦୃଷ୍ଟିରେ ସନ୍ଦେହ
pratap nayak · 3 min read · 7.6K reads
ମହାଦୃମ ବସା ବାନ୍ଧେ ମନରେ କପରି କେମିତି ଥରେ ସରୋଜଙ୍କ ମୋବାଇଲ ହାତରେ ପଡିଯାଆନ୍ତା କି?
Drama
ରିନଲଡ୍ସ ପେନ
Bidyut lata Mishra · 3 min read · 332 reads
ମାତୃ ପିତୃ ସ୍ନେହ ଯେଉଁ ପିତା ଦେଉଥିଲେ ତାଙ୍କୁ ଶେଷ ମୁହୂର୍ତ୍ତରେ ଟିକେ କଥା ବି ହୋଇପାରିଲିନି, କ’ଣ ଭୁଲ ଥିଲା ମୋର । ଆଜିବି ୧୦ ବର୍ଷ ପରେ ପେନଟିକୁ ଦେଖିଲେ ମନେ ପଡେ ବାପାଙ୍କର ତ୍ୟାଗ ଆଉ ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ପେନଟି ମୋ ପକେଟରେ ରହି ସୁଚାଇଦିଏ ମୋର ଦାୟିତ୍ୱ ବୋଧ । ମୁଁ ଚାହିଁଥିଲି ବାପାଙ୍କ ଆଶୀର୍ବାଦ ରିତୁକୁ ମିଳୁ । ହୁଏତ ବାପା ଥିଲେ ।
Inspirational
Loading…
Next page →