by kalpana sahoo ✓ · 2 Jan 2021
ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡିଚାଲିଲା । ଝିଅ ଆଉ ଫେରିଲାନି । ଆଜିକୁ ୧୫ବର୍ଷ ହେଇଗଲାଣି । ହେଲେ ବାପା-ମାଆ ଏବେବି ଭାବୁଛନ୍ତି ତାଙ୍କ ଝିଅ ଫେରିବ ।
Loading comments…
Loading comments…