by Pratima sahu ✓ · 3 Jan 2021
ଦେହର ଭୋକ ମେଣ୍ଟିଗଲା ପରେ ଗୋଟେ ପୁଅର ଇଜ୍ଜତର ଇଜ୍ଜତ ଯାଏନି, ଯାଏ ଏକ ଝିଅର ଇଜ୍ଜତ । ଆଉ ନିଜ ପ୍ରିୟ ମଣିଷ ପାଖେ ଯଦି ମୁଁ ଚରିତ୍ରହୀନା ସାଜିଥିଲି ଆଉ କୋଉ ପୁଅ ପାଇଁ ସ୍ତ୍ରୀ ପାଲଟି ପରିଥାନ୍ତି ।
Loading comments…
Loading comments…