by Priyadarshini Mishra ✓ · 7 Jul 2022
ମାଲିକଘର କୁଣିଆ ତ ତାଙ୍କ ଠାରୁ ଅଧିକ ଗରିବ । ଲୁଗାପଟା ନାହିଁ ବୋଧହୁଏ !ତେଣୁ ଅଖା ପିନ୍ଧିକି ଭୋଜିକୁ ଆସିଛନ୍ତି । ସେମାନେ ଯଦି ଅଖା ପିନ୍ଧିପାରୁଛନ୍ତି ସେ ତା'ଚିରା ପ୍ୟାଣ୍ଟକୁ ଆଉ ମାସେ ପିନ୍ଧିବ ।
Loading comments…
Loading comments…