by Er. Prakash Majhi ✓ · 10 Mar 2021
ଯେତେବେଳେ ବୁଢୀ ମା' ତାଙ୍କ ଶଗଡ ଗାଡିରେ ବସିଲେ ସର୍ତ୍ତ ରଖିଲେ ମୁଁ ତୁମ ଶଗଡ ଗାଡିରେ ବସିକି ଯାଉଛି ତମେ ମୋ ଆଡକୁ ଚାହିଁବ ନାହିଁ । ତମେ ମୋତେ ଯେଉଁଠି ଚାହିଁ ଦେବ ମୁଁ ସେଇଠି ଓହ୍ଲାଇ ପଡିବି ।
Loading comments…
Loading comments…