by ସ୍ତୁତିରେଖା ମିଶ୍ର ✓ · 15 Mar 2019
ଯାହା କୁହ ପୁଣ୍ୟାତ୍ମା ଥିଲା ବୁଢ଼ାଟି । କାହାରି ଧାରିନି କି ଖାଇନି । ଜୀବ ଥିବା ଯାଏଁ ଖଟିଲା , କ୍ଷଣକେ ପଡି ଚାଲିଗଲା ।
Loading comments…
Loading comments…