by Sambit Srikumar ✓ · 5 Sept 2020
ମାଟି ସିଲଟଟା ଭାଙ୍ଗି ପକାଇବା ପାଇଁ ଏତେ ମାଡ଼ ମୋତେ ମାରିଥିଲ ଅକାରଣରେ । ହେଲେ ଯେଉଁ ବଡ଼ଲୋକମାନେ ଦେଶଟାକୁ ମୋର ଭାଙ୍ଗି ଦେଲେ ନିଜ ନ୍ୟସ୍ତ ସ୍ଵାର୍ଥ ଚରିତାର୍ଥ କରିବା ପାଇଁ, ସେମାନଙ୍କର କିଏ କଣ କରି ପକାଇଲା?
Loading comments…
Loading comments…