by Trushna Das ✓ · 4 Apr 2022
ହଠାତ ଶୁଭମ ସେଇ କୂଅ ମଧ୍ୟକୁ ଡିଆଁ ମାରିଛନ୍ତି। ଦିଶା ତାଙ୍କ ପଛେ ପଛେ ଡିଆଁ ମାରିଛନ୍ତି। ସେ ଦୁହେଁ କୂଅ ମଧ୍ୟରେ ଥିବା ମନ୍ଦିର ପାଖରେ ପହଞ୍ଚିଲେ। ସେ କବାଟ ଆପେ ଆପେ ଖୋଲି ଗଲା। ଶୁଭମଙ୍କ ପାଟିରୁ ବାହାରି ଗଲା ଏଇଏ ତ ନାଗମଣି ଜାଗା। ଦ
Loading comments…
Loading comments…