by Narendra Sahu ✓ · 5 Sept 2020
ତମେ ମୋତେ ପାଇବାକୁ ଯେତିକି ବ୍ଯସ୍ତ ବିବ୍ରତ ହେଉନ,ତୁମକୁ ନଦୀ ,ପୋଖରୀ,ଗାଡିଆ ଆଉ ପ୍ରଚଣ୍ଡ ରୌଦ୍ରରେ ଝାଉଁଳି ପଡିଥିବା ବୃକ୍ଷଲତା ମାନଙ୍କର ଅସମାହିତ ପ୍ରଶ୍ନ ତୁମକୁ ବ୍ଯଥିତ କରୁଥିବ ଜାଣି ଆହୁରି ଦୁଃଖ ଲାଗେ।
Loading comments…
Loading comments…