English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମରୀଚିକା
6 storys
ମୁଁ ନିରୁପାୟ
Niranjan Sahu · 1 min read · 513 reads
ତଥାପି ସେ କର୍ତ୍ତବ୍ୟରୁ ଟିକେ ସମୟ ପାଇଲେ ଖୋଜି ବୁଲେ ଅତୀତକୁ ଟିକେ ଶାନ୍ତି ପାଇବା ଆଶାରେ ପଙ୍କ ଭିତରୁ ମାଛଟିଏ ଖୋଜିଲା ପରି
Abstract
ମୌସୁମୀର ଚିଠି
Narendra Sahu · 2 min read · 246 reads
ତମେ ମୋତେ ପାଇବାକୁ ଯେତିକି ବ୍ଯସ୍ତ ବିବ୍ରତ ହେଉନ,ତୁମକୁ ନଦୀ ,ପୋଖରୀ,ଗାଡିଆ ଆଉ ପ୍ରଚଣ୍ଡ ରୌଦ୍ରରେ ଝାଉଁଳି ପଡିଥିବା ବୃକ୍ଷଲତା ମାନଙ୍କର ଅସମାହିତ ପ୍ରଶ୍ନ ତୁମକୁ ବ୍ଯଥିତ କରୁଥିବ ଜାଣି ଆହୁରି ଦୁଃଖ ଲାଗେ।
Romance
ମରୀଚିକା
DR SAMIR RANJAN BEHERA · 7 min read · 250 reads
ମରୀଚିକା
Abstract
ମାଆ ଓ ମରୀଚିକା
Archana Sahoo · 2 min read · 231 reads
ପୁଅ ମନୁ ଆଖିରୁ ଲୁହ ଝରେଇ ମା' ପାଦ ତଳେ ଲୋଟି ଗଲେ । ଏବଂ କହିଲେ ମା ' ତୁ ଏତେ ମହାନ୍ ବୋଲି ମୁଁ ଜାଣି ନଥିଲି । ମତେ ତୁ କ୍ଷମା କରିି ଦେ ।
Tragedy
ସ୍ମୃତି ଓ ଭାବନା
Spandan kumar Parida · 1 min read · 46 reads
ବଗିଚାରେ ମାଳି ହୋଇ ନିଜେ ଯତ୍ନ ନେବି ବୋଲି ଭାବି ନିଜକୁ ହଜେଇଦେଇଥିଲି ସେଇ ଫୁଲ ର ମହକ ରେ।କିନ୍ତୁ ମାଳି ହେବା ଆଗରୁ ସେଇ ଫୁଲ ର ମହକ ସତେ ଯେମିତି ଫିକା ପଡିଗଲା ମୋ ବଗିଚାରେ।ଦିନ ଥିଲା ତୁମେ ବି ହସିଦେଇ ହସର ଗନ୍ତାଘର ସୃଷ୍ଟି କରିଦେଇଥିଲ
Romance
ମାୟା ମରୀଚିକା (ଷଷ୍ଠ ଅଂଶ)
Priyaranjan Biswal · 3 min read · 230 reads
ଏବେ ତ ନବମ ଶ୍ରେଣୀ ହେଇଛି । ଆଗକୁ ବହୁତ ପଢିବାକୁ ବାକି ଅଛି, ତା'ପରେ ଚାକିରୀ ତାପରେ ବାହାଘର । ତେଣୁ ଏବେ ଆମ ହାତରେ ବହୁତ୍ ସମୟ ଅଛି ।
Romance