by Truptimayee Behera ✓ · 12 May 2021
ଖାଲି ଭାତ ଓ ଡାଲମା ମୁଁ ଖାଇ ପାରେନି , ସେ ମାଉସୀଙ୍କୁ ଡାଲମାରୁ ଆଳୁ ବାଛିକି ଦବାକୁ କୁହେ। ସେଇ ଡାଲମାର ଆଳୁ ନିଏ, ସାଇଡରେ ଲୁଣ ଦିଆ ହେଇଥାଏ, ଡାଲିରେ ବଘରା ହେଇଥିବା ଶୁଖିଲା ଲଙ୍କାକୁ ମିଶେଇକି ମୁଁ ଆଳୁ ଚକଟା କରିଦିଏ।
Loading comments…
Loading comments…