by Padmalaya Padhy ✓ · 1 Jul 2022
ତୋ ପରି ଝିଅ ତ ଏ ଦୁନିଆରେ ବିରଳ ଲୋ ମା ! ମୁଣ୍ଡ ଉଠାଇ କାହାକୁ କେବେ ଚାହିଁବାର ଦେଖିନାହିଁ ମୁଁ l ପିଲାଦିନୁ ତୁ ସ୍ୱାଧୀନଚେତା ବୋଲି ଜାଣିଛି l ବାପା ମାଆର ଯେଉଁ ସେବା କରିଛୁ ସେ ପୂଣ୍ୟ ସବୁ ଥୁଆ ହୋଇଛି କୁଆଡେ ଯିବନାହିଁ l
Loading comments…
Loading comments…