by writer boy ✓ · 18 May 2021
ମୁଁ ଭାବୁଥିଲି ଏ ସମୟଟା ଏଇଠି ଥମି ଯାଆନ୍ତା ନି । ନହେଲେ ତାଙ୍କୁ ମୋ ସ୍କୁଟି ପଛରେ ବସେଇ ବାହାରି ଯାଆନ୍ତି ଏକ ଅସରନ୍ତି ଯାତ୍ରାରେ ଯାହା କେବେ ବି ଶେଷ ହେଇନଥାନ୍ତା । କିନ୍ତୁ କୁହନ୍ତିନି କଳ୍ପନା କେବେ ବି ସତ ହୁଏନା ।
Loading comments…
Loading comments…