by Anupama Sahu ✓ · 24 May 2021
ମୋ ପରି ପୁତ୍ରକୁ ଜନ୍ମଦାନ କରି ତାଙ୍କ ପିତୃତ୍ୱ ଯେତେବେଳେ ଖୁସିରେ ବିଭୋର ହୋଇଉଠେ ଆନନ୍ଦରେ ମୋ ଆଖିରୁ ଦୁଇ ଧାର ଲୁହ ବହିଯାଏ, ଯାହାକୁ ମୋ ମାଆ ତା ପଣତରେ ପୋଛି ତା ଛାତିରେ ଜାକି ଧରି ପୁତ୍ର ସ୍ନେହାମୃତକୁ ପାନ କରେ।
Loading comments…
Loading comments…