by Satyabati Swain ✓ · 8 Sept 2021
ଜୀବନରେ ସବୁଠାରୁ ପ୍ରିୟ ମିତ୍ର ହେଉଛି ବହି । ତୁମେ ଠିକ୍ କହିଥିଲ । ବହି ସହ ଯିଏ ସାଙ୍ଗ ହେବ ତାର ଅନ୍ୟ କେହି ସାଙ୍ଗ ଦରକାର ପଡେନି । ବହି ସବୁକଥା ପାଟି ନ ଖୋଲି ବି କହି ପାରେ ।
Loading comments…
Comments
Loading comments…