by Badal Nanda ✓ · 18 Oct 2020
ସନ୍ଧ୍ୟାର ଅଳ୍ପ ଶୀତଳ ଗରମ ମିଶା ପବନ ବସ୍ ଝରକା ଦେଇ ମୋ ଦେହରେ ବାଜିବା କ୍ଷଣେ ମନଟା ଆନ୍ଦୋଳିତ ହୋଇ ଉଠୁଥାଏ କେତେବେଳେ ଯେ ମୁଁ ଯାଇ ପହଞ୍ଚିବି l
Loading comments…
Comments
Loading comments…