by Sudipta Sundar Mohanty ✓ · 21 Oct 2021
ବେଶଭୂଷା ପ୍ରତ୍ୟେକରୁ ଆଭିଜାତ୍ୟର ସ୍ପଷ୍ଟତା ବାରି ହେଉଥିଲେ ବି ଜଣା ପଡୁଥଲା ଝିଅଟି ସେମିତିକା ହୋଇ ନ ଥିବ। ତା ମନରେ ତ ତିଳେ ହେଲେ ଗର୍ବ ନ ଥିଲା। ରାସ୍ତା କଡର ଗୁପଚୁପ ଖାଇବା ପାଇଁ ଲୁଚି ଆସିବା ।
Loading comments…
Loading comments…