by Padmalaya Padhy ✓ · 22 Mar 2022
-ତୁମେ ଯୁଆଡେ ଯିବ ଯାଅ l ମୋର କୁଆଡେ ଯିବା ଦରକାର ନାହିଁ କି ପୁଅର ମାଆ ହେବାର ସଉକ ନାହିଁ l ରୋଲି ମୋର ପୁଅ ଓ ଝିଅ ଉଭୟ l ମୋର ଆଉ କିଛି ଦରକାର ନାହିଁ l ଆଉ ଗୋଟେ ଛୁଆ ହେଲେ ରୋଲିର ଯତ୍ନ ମୁଁ ଠିକ ଭାବେ ନେଇ ପାରିବି ନାହିଁ l
Loading comments…
Loading comments…