by Sanjukta Rout ✓ · 20 May 2019
କିଂକର୍ତ୍ତବ୍ଯବିମୁଢ ଅଖିଳେଶ ଷ୍ଟିୟରିଂ ବୁଲାଉ ବୁଲାଉ ରକ୍ତମୁଖା ମୃତ୍ୟୁ ଦାନବଟିଏ ମାଡିଆସିଲା ତାଙ୍କ କାର୍ ଉପରକୁ ୲ ଆଖି ପିଛୁଳାକେ ସବୁକିଛି ଯେମିତି ଶେଷ ହୋଇଗଲା ୲ ଘଟଣାସ୍ଥଳରେ ହିଁ ଅଖିଳେଶ ଆଉ ପ୍ରଜ୍ଞାଙ୍କର ମୃତ୍ୟୁ ହୋଇସାରିଥିଲା ୲ ମେଡିକାଲ୍ ଯିବା ବାଟରେ ସୁମତୀ ଆଉ ସିପୁନର ୲
Loading comments…
Loading comments…