English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିନୋଦବାବୁ
338 storys
ବାଃ ରେ ଜୀବନ
Narayan chandra Senapati · 2 min read · 340 reads
ସୋନାଲୀର ବିଛାମନ୍ତ୍ର କରିପାରିଲା ନାହିଁ ବଶୀଭୂତ କାଳ ନାଗୁଣୀକୁ। ବିଷ ମନ୍ତ୍ରରେ ବିପ୍ଳବକୁ କଲା କବଜା, ଶାଶୁ ଶୁଶୁରକୁ ମନକୁ କଲା କ୍ଷତାକ୍ତ। ଏକ ଦୁର୍ଘଟଣାରେ ଆରପାରିକୁ ଗଲା ସୋନାଲି, ବିନୋଦ ହେଲା ଅକର୍ମଣ୍ୟ ,ଗଲା ଚାକିରୀ।
Others
ମୃତ୍ୟୁର ବିଭୀଷିକା
Sanjukta Rout · 2 min read · 708 reads
କିଂକର୍ତ୍ତବ୍ଯବିମୁଢ ଅଖିଳେଶ ଷ୍ଟିୟରିଂ ବୁଲାଉ ବୁଲାଉ ରକ୍ତମୁଖା ମୃତ୍ୟୁ ଦାନବଟିଏ ମାଡିଆସିଲା ତାଙ୍କ କାର୍ ଉପରକୁ ୲ ଆଖି ପିଛୁଳାକେ ସବୁକିଛି ଯେମିତି ଶେଷ ହୋଇଗଲା ୲ ଘଟଣାସ୍ଥଳରେ ହିଁ ଅଖିଳେଶ ଆଉ ପ୍ରଜ୍ଞାଙ୍କର ମୃତ୍ୟୁ ହୋଇସାରିଥିଲା ୲ ମେଡିକାଲ୍ ଯିବା ବାଟରେ ସୁମତୀ ଆଉ ସିପୁନର ୲
Tragedy
ଶିକ୍ଷାର ମୂଲ୍ୟ
ଓଡ଼ିଆ ଗଳ୍ପ ଓ କବିତା - ୩ · 3 min read · 7K reads
ସରପଞ୍ଚ ଗାଁରେ ସଭା କରି ବିନୋଦକୁ ଡାକି କହିଲେ, ‘’ ତୁମେ ସପନା ଭାଇକୁ ପ୍ରଥମେ କ୍ଷମା ମାଗ l ଏଭଳି ପ୍ରତିଶୋଧ ନେବା ଖୁବ୍ ଖରାପ କଥା l
Inspirational
ସରଗ ତଳେ
Satyaprakash Sethy, M. A(UGC NET) · 10 min read · 14.6K reads
ଦୁହେଁ ଚାଲିଥାନ୍ତି ଆଗକୁ ଆଗକୁ ଢେରେ ଆଗକୁ । ଚିନ୍ତାକଲେ ରବି ନନ୍ଦନ– ଏ ବିପର୍ଯ୍ୟୟ ବେଳେ ତେବେ ସେ କ’ଣ ବିନୋଦକୁ ମାଗିବେ ଆଶ୍ରୟ? ଦେବ ତ ସେ ?
Tragedy
ବଳି
Laxman Kumar Behera · 6 min read · 5.8K reads
ବିବସ୍ତ୍ର କଲା ପରି ମୋର ଶାଖାଗୁଡ଼ିକୁ ପ୍ରଥମେ କାଟି ଦେଲେ । ତା' ପରେ ମୋ ବେକକୁ ଆଉ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ମାଟି ଉପରେ ଫିଙ୍ଗି ଦେଲେ ।
Inspirational
ସ୍ନେହା
sasmita sahoo · 7 min read · 1.5K reads
ଦାସ ବାବୁ ଆଜକୁ ୫ ବର୍ଷ ହୋଇ ଗଲା ସ୍ନେହI ପାଖରେ ଅଛନ୍ତି ଆଉ ସମସ୍ତଙ୍କୁ କହି ବୁଲନ୍ତି ମୋ ଝିଅ କୋଟିକରେ ଗୋଟିଏ I ତା ଭଳି କେହି ହେବେନି I ଘରେ...
Inspirational
Loading…
Next page →