by Satyabati Swain ✓ · 27 Sept 2021
ପୋଲିସଵାଲା ମୁହଁ ଫିକା ପଡିଗଲା।ଏଇ ଝିଅଟିକୁ କାଲି ତ ସେ ରାତି ଡିୟୁଟିରୁ ଫେରିଲା ବାଟରେ ମୁଣ୍ଡିଆକୁ ଲମ୍ବିଯାଇଥିବା ଝଙ୍କାଳିଆ ବୁଦା ମୂଳେ ଥିବା ପୋଲ ତଳୁ ଉଦ୍ଧାର କରି ମେଡିକାଲରେ ଆଡମିସନ୍ କରିଛନ୍ତି।
Loading comments…
Loading comments…