Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପୋଲ
5 storys
ପୋଲ
Narendra Kumar Acharya · 2 min read · 7.3K reads
ଏସବୁ ଭିତରେ ପ୍ରସ୍ତାବିତ ପୋଲ କଥା ଲୋକମାନେ ଭୁଲି ଗଲେଣି। ଶିଳାନ୍ୟାସ ଫଳକଟା ଉଭାନ ହୋଇଗଲାଣି କୋଉ କାଳୁ।
Inspirational
ପିସି
Amiya Bej · 1 min read · 7.2K reads
- ଆଜି ହେବନି ଦେଖେଇ ! - ହୁଁ ! ଆରେ ଏଇପୋଲଟା ପା ଗଲାବର୍ଷ ଲୋକାର୍ପିତ ହେଇଥଲା ? ଏତେ ଶିଘ୍ର ..??
Abstract
ମନ ଅନୁସାରେ ଦେବତା
ଓଡ଼ିଆ ଗଳ୍ପ ଓ କବିତା - ୧ · 4 min read · 7.7K reads
ଏକଥା ଗାଁ ଲୋକେ ବିଶ୍ୱାସ କଲେ l ସମସ୍ତଙ୍କ ମୁହଁରୁ ଶୁଣାଗଲା ଯେ, ଠାକୁର ଅସମ୍ମାନ ସହି ପାରନ୍ତି ନାହିଁ l ସାଙ୍ଗେ ସାଙ୍ଗେ ଭୟଙ୍କର ଦଣ୍ଡ ଦିଅନ୍ତି l
Classics
ପ୍ରେତିନୀର ବ୍ଲାଉଜ
Ajaya Mahala · 9 min read · 255 reads
ମହିଳା ଜଣଙ୍କୁ ସମ୍ପର୍କ କରିବାକୁ ଦେଇଥିବା ଫୋନ ନମ୍ବରରେ କେଇ ଦିନ ପର୍ଯ୍ୟନ୍ତ ବହୁତ ଚେଷ୍ଟା କଲା ଜଗା । ବ୍ଲାଉଜର ମୋଟା ମଜୁରୀ ଅଟକି ରହିଛି ଫେବୃୟାରୀ ମାସରୁ । ଏବେ ମେ ମାସ ସରିବାକୁ ବସିଲାଣି । ହେଲେ ଦେବୀଙ୍କର ଦର୍ଶନ ନାହିଁ ।
Horror
ମୁଖ୍ୟ ଆସାମୀ
Satyabati Swain · 4 min read · 400 reads
ପୋଲିସଵାଲା ମୁହଁ ଫିକା ପଡିଗଲା।ଏଇ ଝିଅଟିକୁ କାଲି ତ ସେ ରାତି ଡିୟୁଟିରୁ ଫେରିଲା ବାଟରେ ମୁଣ୍ଡିଆକୁ ଲମ୍ବିଯାଇଥିବା ଝଙ୍କାଳିଆ ବୁଦା ମୂଳେ ଥିବା ପୋଲ ତଳୁ ଉଦ୍ଧାର କରି ମେଡିକାଲରେ ଆଡମିସନ୍ କରିଛନ୍ତି।
Children Stories