by jyotsna mayee panda ✓ · 17 Jun 2022
ଜୀବନର ଅପରାହ୍ନରେ ସେ ସବୁ ସ୍ମୃତିକୁ ପୁଣି ଥରେ ମନେ ପକାଉଛି...... ଜୀବନରେ ଛୋଟ ଆଶାଟେ ପାଇଁ ତାକୁ କେତେ ଦୁଃଖ ସହିବାକୁ ନ ପଡିଛି.... ହେଲେ ସବୁ ପରିସ୍ଥିତିରେ ନିଜକୁ ସାଲିସ କରି ସେ ଆଜି ବି ବଞ୍ଚିଛି ସେ ଆଶାକୁ ପାଥେୟ କରି l
Loading comments…
Loading comments…