by ABhimanyu Panda ✓ · 8 Aug 2019
ମୁଁ ନିଜକୁ ପାଇଯାଇଛି । ମୁଁ ----ମୁଁ ନୁହେଁ ତୁମେ । ମୁଁ ତ ତୁମ ଭିତରେ ବାଉଳି ହେଇ ଏଣେତେଣେ ଖୋଜିବୁଲୁଥିଲି ଏଠି ସେଠି । ତମେହିଁ ତ ମୋର ପରିଚୟ । ଏହାହିଁ ମୋ ପାଇଁ ଯଥେଷ୍ଟ ।
Loading comments…
Comments
Loading comments…