by pravasini Senapati ✓ · 20 Jan 2021
ଆଜି ବି କିଛି ପୁରୁଷ ନାରୀକୁ ଶାରୀରିକ ସ୍ତରରେ ଓ ମାନସିକ ସ୍ତରରେ ବହୁତ ନିର୍ଯ୍ୟାତନା ଦିଅନ୍ତି । କେବେ କେଜାଣି ନାରୀ ତାର ନ୍ୟାୟ ପାଇବ ? ପରାଧୀନତାର ଶିକୁଳିକୁ ଛିନ୍ନ କରି ସ୍ୱାଧୀନ ହେବ ସବୁ କ୍ଷେତ୍ରରେ ?
Loading comments…
Loading comments…