by ସନ୍ତୋଷ ସ୍ୱାଇଁ ✓ · 27 May 2019
ଅଶୋକ ବାବୁ ଘରୁ ଫୋନ୍ ଆସିଲା ଝିଅ ର ମୁଣ୍ଡ ବିନ୍ଧୁଛି, ଶୋଇପାରୁନାହିଁ । ସେଥିପାଇଁ ସେ ଛୁଟି ନେଇ ଘରକୁ ଯାଇଥିଲେ । ତା'ପର ଦିନ ଡକ୍ଟରଙ୍କୁ ଦେଖାଇବାକୁ ବୁକ୍ ମଧ୍ୟ କରିଥିଲେ । କିନ୍ତୁ ରାତିରେ ହିଁ ଝିଅ ନିଖୋଜ ହେଇଗଲା ।
Loading comments…
Loading comments…