English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଶୋକବାବୁ
333 storys
ନିଦ ହଜିଛି
ସନ୍ତୋଷ ସ୍ୱାଇଁ · 8 min read · 387 reads
ଲମ୍ବା ହଁ ଟିଏ ମାରି ତାକୁ ସାଙ୍ଗରେ ଧରି ଆସିଲି, ମନେ ପଡୁଥାଏ ଘରର ସଂସ୍କାର, ଅଜଣା ଅଶୁଣା ଝିଅକୁ ଧରି ଘରକୁ ଯାଉଛି, ଯିଏ ପଚାରିଲେ କହିବି କ'ଣ ନା ପରୋପକାର କରୁଛି । ବାପା,ବୋଉ ଦେଖିଲେ କ'ଣ ଭାବିବେ, ଏକଥା ଭାବିଲା ବେଳକୁ ଦେହ କ'ଣ ହେଇଯାଉଛି । ଆଜି ଅଫିସ ପଳେଇଥିଲେ ଭଲ ହେଇଥାନ୍ତା,
Others
ନିଦ ହଜିଛି
ସନ୍ତୋଷ ସ୍ୱାଇଁ · 8 min read · 491 reads
ଅଶୋକ ବାବୁ ଘରୁ ଫୋନ୍ ଆସିଲା ଝିଅ ର ମୁଣ୍ଡ ବିନ୍ଧୁଛି, ଶୋଇପାରୁନାହିଁ । ସେଥିପାଇଁ ସେ ଛୁଟି ନେଇ ଘରକୁ ଯାଇଥିଲେ । ତା'ପର ଦିନ ଡକ୍ଟରଙ୍କୁ ଦେଖାଇବାକୁ ବୁକ୍ ମଧ୍ୟ କରିଥିଲେ । କିନ୍ତୁ ରାତିରେ ହିଁ ଝିଅ ନିଖୋଜ ହେଇଗଲା ।
Classics
କିଛି ଦିନର ଅତିଥି
Lokanath Rath · 6 min read · 356 reads
ମନୋଜ କାର୍ଯ୍ୟ ବ୍ୟସ୍ତତା ପାଇଁ ଗାଁ କୁ ଯାଇ ପରି ନଥିଲା ଓ ସୁକାନ୍ତକୁ କହିଥିଲା ଅନିତା ଙ୍କୁ ଦେଖି ଆସିବାକୁ । ସେତେବେଳେ ସୁକାନ୍ତ ଯାଇ ଅନିତାଙ୍କୁ ଦେଖି ଔଷଧ ଦେଇଥିଲା ଓ ପରେ ସେ ଠିକ ହୋଇ ଯାଇଥିଲେ ।
Action
ଆଇ ଲଭ ୟୁ
Kamal Kumar Dash · 2 min read · 7.1K reads
ମୋ ପୁଅ ବାହାଘର ଆର ବର୍ଷ କରିବି ଆସିବୁ ,ବାଏ କହି ଫୋନ ରଖିଲା ଅସୀମା ଆଉ ଅଶୋକ କଥା ନକହିଲେ ଭଲ |
Others
ଚନ୍ଦ୍ରମା ର ପଛଭାଗ
ABhimanyu Panda · 5 min read · 600 reads
ଅଭିମନ୍ୟୁ ପୁଣି କହୁଛନ୍ତି ଚାକିରୀରୁ ଇସ୍ତଫା ଦେଲା ପରେବି ପ୍ରଶାନ୍ତ ବାବୁଙ୍କର ଶତୃ ସଂଖ୍ୟା କମି ନଥିଲା । ପରିବାରରେ ନିଜ ସ୍ତ୍ରୀ ସବୁଦିନ ଛଳେଇ କୁହନ୍ତି ତାଙ୍କ ସଚ୍ଚୋଟତାକୁ ଆକ୍ଷେପ କରି ।
Inspirational
ପୂତ୍ ନର୍କ
Pramod Kumar Jena · 6 min read · 402 reads
ଏଇ ପୁଅ ପାଇବା ଆଶାରେ ଖୁଡୀ ଠାକୁରଙ୍କ ଆଗରେ କ’ଣ କ’ଣ ମନାସି ଥିଲେ । ଛାତି ଥରାଇ ଦୀର୍ଘ ନିଃଶ୍ୱାସଟା ପଳାଇ ଆସିଲା ।
Tragedy
Loading…
Next page →