by ସନ୍ତୋଷ ସ୍ୱାଇଁ ✓ · 29 May 2019
ଲମ୍ବା ହଁ ଟିଏ ମାରି ତାକୁ ସାଙ୍ଗରେ ଧରି ଆସିଲି, ମନେ ପଡୁଥାଏ ଘରର ସଂସ୍କାର, ଅଜଣା ଅଶୁଣା ଝିଅକୁ ଧରି ଘରକୁ ଯାଉଛି, ଯିଏ ପଚାରିଲେ କହିବି କ'ଣ ନା ପରୋପକାର କରୁଛି । ବାପା,ବୋଉ ଦେଖିଲେ କ'ଣ ଭାବିବେ, ଏକଥା ଭାବିଲା ବେଳକୁ ଦେହ କ'ଣ ହେଇଯାଉଛି । ଆଜି ଅଫିସ ପଳେଇଥିଲେ ଭଲ ହେଇଥାନ୍ତା,
Loading comments…
Comments
Loading comments…