by Pramod Kumar Jena ✓ · 22 Aug 2019
ଘର ମାଲିକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ, ଆମକୁ ବି ନିମନ୍ତ୍ରଣ କଲେ । ବଢିଆ ହେଲା । ମାଉଁସ ଭାତ ଖାଇବାର ଗୋଟେ ମଉକା ମିଳିଗଲା । ଭୋଜି କେବେ ? ହସି ହସି ପଚାରିଲେ ସେ ।
Loading comments…
Comments
Loading comments…