by Birakishore Nayak ✓ · 1 May 2021
ଗଲା ସନ ବାତ୍ୟାରେ ସବୁ ଶେଷ ହେଇଗଲା ତାର l ବାତ୍ୟାର ପ୍ରଚଣ୍ଡ ପବନରେ ତା ଡାଳଗୁଡା ସବୁ ଭାଙ୍ଗି ମାଟିରେ ପଡିଲା, ନଣ୍ଡା ହେଇଗଲା ପୁରା | ସେଇ ବାତ୍ୟାରେ ଗୋଟେ ବଡ ଚଡ଼ଚଡ଼ିରେ ପୋଡ଼ିଗଲା ତାର ଗଣ୍ଡିଟା ଯେ, ତା ଦେହରୁ ଆଉ ପତ୍ର କଅଁଳିଲା ନାହି
Loading comments…
Loading comments…