by Minakshi Samal ✓ · 3 May 2019
ଆଧୁନିକତାର ଦ୍ବାହି ଦେଇ ଆମ ଓଡିଶାର ପାରମ୍ପରିକ ପୋଷାକ ପ୍ରତି ମୁଁ ଖୁବ୍ ଅବହେଳା ପ୍ରଦର୍ଶନ କରିଛି।ତୁମକୁ ତୁମର ପସନ୍ଦର ଶାଢ଼ୀ ପିନ୍ଧିବାକୁ ବାରଣ କରି,ତୁମକୁ ଆଉଟ୍ ଡେଟେଡ୍ କହି କେତେଯେ ଭୁଲ କରିଛି ଏକଥା ମୁଁ ହୃଦୟଙ୍ଗମ କରିପାରିଛି।
Loading comments…
Loading comments…