English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଆଲୋକମାଳା
35 storys
ଓଡିଶୀ ଶାଢୀ
Minakshi Samal · 3 min read · 571 reads
ଆଧୁନିକତାର ଦ୍ବାହି ଦେଇ ଆମ ଓଡିଶାର ପାରମ୍ପରିକ ପୋଷାକ ପ୍ରତି ମୁଁ ଖୁବ୍ ଅବହେଳା ପ୍ରଦର୍ଶନ କରିଛି।ତୁମକୁ ତୁମର ପସନ୍ଦର ଶାଢ଼ୀ ପିନ୍ଧିବାକୁ ବାରଣ କରି,ତୁମକୁ ଆଉଟ୍ ଡେଟେଡ୍ କହି କେତେଯେ ଭୁଲ କରିଛି ଏକଥା ମୁଁ ହୃଦୟଙ୍ଗମ କରିପାରିଛି।
Others
ଧୁମ କେତୁ
Reeta aparajita Mohanty · 1 min read · 600 reads
ତା ନିଜ ରୁମରେ ସେ ଗୋଟିଏ ରାଧା କୃଷ୍ଣଙ୍କ ଫଟୋ ବି ରଖିଛି। ଅତୀତ ବହୁତ ବେଦନଭରା ସେ ମନେପକେଇବାକୁ ଚାହେଁନି।
Abstract
ବର୍ଷା ବେଦନା
T.Durga Prasad Rao · 6 min read · 650 reads
ସେଇ ବର୍ଷା ଯେ ସଞ୍ଚିତା ଜୀବନରେ ଦିନେ ମୃତ୍ୟୁ ଦୂତ ହୋଇ ପହଞ୍ଚିଯିବ, ଏକଥା ନା ସଞ୍ଚିତା ନା ସାନ୍ତନୁ କେବେ କଳ୍ପନାରେ ଭାବିଥିଲେ। ସେଦିନ ଛୁଟିଦିନ। ଅଫିସ୍.ର ସବୁ କର୍ମଚାରୀଙ୍କୁ ନେଇ ଏକ ଛୋଟକାଟିଆ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲା ସାନ୍ତନୁ।
Tragedy
ଅଫେରା ପୁଅ ର ବାପା
Lopamudra Mishra · 12 min read · 14.7K reads
ଇଏ କଣ ଫେରିବାକୁ ବିଳମ୍ବ କରୁଥିବା ପୁଅ କୁ ତା ବାପା ମାଆ ଙ୍କ ପାଖକୁ ଫେରେଇପାରିବେ??ପାରିବେନି ନାଁ? ମୁଁ ଆସୁଛି l
Inspirational
ଜହ୍ନମାମୁଁ -188
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.5K reads
କିନ୍ତୁ ପଇସା ଲୋଭରେ ଅନେକେ ମଧ୍ୟ ଲେଖିଲେ । ବହୁତ ଗ୍ରନ୍ଥ ଲେଖା ହେଲା ଓ ଲୋକଙ୍କର ମନୋରଞ୍ଜନ ହେଲା ।
Children
ଛାଡ଼ଖାଇ
Seetaram Dash · 4 min read · 9.1K reads
ଏବେ କାଲୁ ମିଆଁ ମାଂସ ବିକ୍ରି ଛାଡି ଲୁଗାପଟା ବ୍ୟବସାୟ କରୁଛି, ବହୁତ ଭଲରେ ବି ଅଛି।
Others
Loading…
Next page →