by sasmita tripathy ✓ · 19 Oct 2021
ସେ ଗାଁ ସାରା ସମସ୍ତଙ୍କର ମାଉସୀ । ଗାଁ ଭିତରେ ବୁଲୁ ବୁଲୁ ସେମାନଙ୍କର ଦୃଷ୍ଟି ଆକର୍ଷଣ କରେ ରଘୁଆ ପ୍ରଧାନର ଏକ ମାତ୍ର ବୋହୁର ଅସହ୍ୟ ଗାଳି ଗୁଲଜ ।
Loading comments…
Loading comments…