by Dambarudhar Bag ✓ · 7 Jul 2019
ବୁଢା କେଡେ ସୁନ୍ଦର ତା'ର ଦୁଇ ପୋଓ କେ ପାଳିଥିଲା ପୁଷିଥିଲା ।ଛୋଟ ନୁ ବଡ କରିଥିଲା ।ଭୋକେ ଶୋଷେ ବି ପାଠ ଦୁଇ ଅକ୍ଷର ପଢେଇ କରି ଦୁଇ ଝନ ପୋଓ କେ ଚାକିରି ଥି ଲଗେଇ ଦେଇଥିଲା।ବୁଢା କେଡେ ଖୁସି ବାସି ନେ ଦିନ କାଟୁଥିଲା ।ତା'ର ଦିନ କେଡେ ସୁନ୍ଦର ନେ କଟୁଥିଲା
Loading comments…
Loading comments…