by Pritipriya Mohanty ✓ · 19 Mar 2020
ତୋ ହାତରୁ ଖାଇ ବଡ଼ ହେଇଛି ପରା ତୋତେ ଛାଡି କ'ଣ ମୁଁ ରହିପାରିବି?ସତରେ ପକ୍ଷୀଟିଏ ହୋଇ ବି ସେ ଏତେ କୃତଜ୍ଞ,ସ୍ନେହ ପ୍ରେମର ରଜ୍ଜୁରେ ବନ୍ଧା । ମଣିଷ ବା ଏଥିରୁ ବାଦ ପଡ଼ନ୍ତା କିପରି?
Loading comments…
Loading comments…