by Sunanda Mohanty ✓ · 8 Apr 2021
କିଛି ଅସୁବିଧା ତ ହେଇନି ବାପା ହେଲେ ଡବଲ ପେନ ନେବାକୁ ମନେପକେଇ ଦେଇଥିବାରୁ ଆଜି ମୋର କିଛି ଅସୁବିଧା ହୋଇନି, ଡବଲ ପେନ ନଥିଲେ ହୁଏତ ମୁଁ ଅସୁବିଧାରେ ପଡ଼ିଥାନ୍ତି, କାହାକୁ ମାଗିଥାନ୍ତି, ସମୟ ବି ନଷ୍ଟ ହୋଇଥାନ୍ତା
Loading comments…
Loading comments…