by Kalyani Nanda ✓ · 11 Apr 2020
ନନା ତ ସେଠୁ ଫେରି ନ ପାରି ଯାହା ହଇରାଣ ହେଲେ, କିନ୍ତୁ ସେଠି ତାଙ୍କୁ ଗୋଟିଏ ଆଶ୍ରମ ରେ ଆଶ୍ରୟ ମିଳି ଗଲା ।ଖାଇବା, ପିଇବା ତାଙ୍କର ସେଇ ଆଶ୍ରମରେ ହେଉଥାଏ। କିନ୍ତୁ ଏତେ ଦିନ ଧରି ସେ ନ ଆସିବାରୁ ତାଙ୍କ ପରିବାର ବହୁତ ହଇରାଣ ହେଉଛନ୍ତି ।
Loading comments…
Comments
Loading comments…