English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିରାଶ୍ରୟ
5 storys
ଗୁରୁ, ଅନ୍ଧକାର ଜୀବନର ସୂର୍ଯ୍ୟା
Paramita Mishra · 5 min read · 528 reads
ସାର ବି କହିଥିଲେ ଏଇତ ମୋର ଗୁରୁଦକ୍ଷିଣା।
Tragedy
ଚନ୍ଦକାରେ ଗୋଟେ ରାତି part 3
Satyaprakash Sethy, M. A(UGC NET) · 5 min read · 502 reads
ଭୁବନେଶ୍ୱର ଉପକଣ୍ଠରେ ପ୍ରତ୍ୟହ ଘଟୁଥିବା ବହୁ ଅପରାଧିକ ମାମାଲାର ମଧ୍ୟ ସୁରାକ୍ କିଛି ମିଳି ପାରିବ ବୋଲି ମୋର ଦୃଢ ହୃଦ୍ ବିଶ୍ୱାସ ହେଉଛି ।
Thriller
ପିତୃ ଶ୍ରାଦ୍ଧ
Kalyani Nanda · 2 min read · 185 reads
ନନା ତ ସେଠୁ ଫେରି ନ ପାରି ଯାହା ହଇରାଣ ହେଲେ, କିନ୍ତୁ ସେଠି ତାଙ୍କୁ ଗୋଟିଏ ଆଶ୍ରମ ରେ ଆଶ୍ରୟ ମିଳି ଗଲା ।ଖାଇବା, ପିଇବା ତାଙ୍କର ସେଇ ଆଶ୍ରମରେ ହେଉଥାଏ। କିନ୍ତୁ ଏତେ ଦିନ ଧରି ସେ ନ ଆସିବାରୁ ତାଙ୍କ ପରିବାର ବହୁତ ହଇରାଣ ହେଉଛନ୍ତି ।
Abstract
ଭୁତ କୋଠୀ
Madhabi Patel · 5 min read · 118 reads
ଆଜି ପଣ୍ଢରି ବୁଢୀ ବି ଘର ଦରଜାରେ ଠିଆ ହେଇ ଏସବୁ ଭାବନାରେ ବିବ୍ରତ ହେଇ ଉଠୁଛି । । ସେ ଆଜି ସତରେ ପୂର୍ଣ୍ଣ ମାତ୍ରାରେ ନିରାଶ୍ରୟ ହେଇ ଯାଇଛି । ତା ଭରପୁର ଘର ଆଜି ଭୂତକୋଠି ମନେ ହେଉଛି |
Inspirational
ମା ପାଇଁ ଚିଠିଟିଏ
Padmalaya Padhy · 8 min read · 343 reads
ହଠାତ ପାଣି ବୋତଲ ତଳେ କାଗଜ ଖଣ୍ଡିଏ ଚାରି ଭାଙ୍ଗ ହୋଇ ରଖା ହୋଇଛି l କଣ ସବୁ ଲେଖା ହେଲା ଭଳି ଲାଗୁଛି l
Tragedy