by Madhabi Patel ✓ · 8 Apr 2022
ଆଜି ପଣ୍ଢରି ବୁଢୀ ବି ଘର ଦରଜାରେ ଠିଆ ହେଇ ଏସବୁ ଭାବନାରେ ବିବ୍ରତ ହେଇ ଉଠୁଛି । । ସେ ଆଜି ସତରେ ପୂର୍ଣ୍ଣ ମାତ୍ରାରେ ନିରାଶ୍ରୟ ହେଇ ଯାଇଛି । ତା ଭରପୁର ଘର ଆଜି ଭୂତକୋଠି ମନେ ହେଉଛି |
Loading comments…
Loading comments…