by Nityananda Nandi ✓ · 25 May 2021
ହାଲୁକା ବର୍ଷା ଗୁଣ୍ଡି ଝଡୁଥିଲା ବାହାରେ । ଛତା ଖୋଲି ଅନୁ ଧରେଇ ଦେଲେ ହରି ବାବୁଙ୍କ ହାତରେ । ଏଇଟା ମୋ ତରଫରୁ ଉପହାର ଆପଣଙ୍କ ପାଇଁ । ଭାବିଥିଲି ଆପଣଙ୍କ ବେଗ ଭିତରେ ଲୁଚେଇକି ଦେଇଥାଆନ୍ତି, ଯା ହେଉ ସଙ୍ଗେ ସଙ୍ଗେ କାମରେ ଲାଗିଲା ।
Loading comments…
Comments
Loading comments…