by sushama Parija ✓ · 8 Aug 2020
ପାର୍ବତୀ କବାଟ ବାଡେଇ ବାଡେଇ ସେମିତି ପାଗଳୀଙ୍କ ଭଳି ଚିତ୍କାର କରି ଚାଲିଥିଲା । ଚିତ୍କାର ଶୁଣି ପାଖ ପଡୋଶୀମାନଙ୍କ ଗହଳି ଧୀରେ ଧୀରେ ଜଳୁଥିଲା ସେଇ ଘର ପାଖରେ । କେହି ଜଣେ ପୋଲିସ୍ କୁ ଖବର କରୁଥିଲା ।
Loading comments…
Loading comments…